Mo Premika-Babul Supriyo
    使用手机浏览器「扫一扫」

    在手机上保存,获得更好体验

标签
猜你喜欢的歌曲
歌词

ତୁ ଜହ୍ନରୁ ଆଣିଚୁ ଜୋସ୍ନା ତୋ ମୁହଁ ପାଇଁ

ତୁ ଫୁଲରୁ ଆଣିଚୁ ବାସ୍ନା ତୋ ଦେହ ପାଇଁ ।

ତୁ ରାତିଠୁ ଆଣିଛୁ କଳା ତୋ କେଶ ପାଇଁ

ତୁ ମୋତି ଠୁ ଆଣିଚୁ ରଂଗ ତୋ ହସ ପାଇଁ ।

ତୁ ନଦୀ ଠାରୁ ନେଲୁ ମନ ଭଲ ପାଇବାକୁ ରାତି ଦିନ

ତୁ ନଦୀ ଠାରୁ ନେଲୁ ମନ ଭଲ ପାଇବାକୁ ରାତି ଦିନ

ମୋ ପ୍ରେମିକା ହେଇ ......

ତୁ ଜହ୍ନରୁ ଆଣିଚୁ ଜୋସ୍ନା ତୋ ମୁହଁ ପାଇଁ

ତୁ ଫୁଲରୁ ଆଣିଚୁ ବାସ୍ନା ତୋ ଦେହ ପାଇଁ ।

ତୋ ଆଖି ତଳେ ହୋ ସଂଜ ସକାଳେ ଲହଡୀ ମାରେ ନୀଳ ଦରିଆ

ତୋ ଓଠ ତଳେ ହୋ ସଜା ହେଇଚି ରକ୍ତ ଗୋଲାପି ରଂଗ ଫରୁଆ ।(୨)ା

ତୁ ମୟୁରୀ ଠୁ ନେଲୁ ମାନ ମତେ କରିବାକୁ ଅଭିମାନ

ତୁ ମୟୁରୀ ଠୁ ନେଲୁ ମନ ମତେ କରିବାକୁ ଅଭିମାନ

ଅଭିମାନିନୀ ହେଇ .....

ତୁ ଜହ୍ନରୁ ଆଣିଚୁ ଜୋସ୍ନା ତୋ ମୁହଁ ପାଇଁ

ତୁ ଫୁଲରୁ ଆଣିଚୁ ବାସ୍ନା ତୋ ଦେହ ପାଇଁ ।

ତୁ ଚାଲି ଗଲେ ହୋ ଯିଏ ଦେଖଇ କବି ନହେଇ ଲେଖେ କବିତା

ତୁ ଛୁଇଁ ଦେଲେ ହୋ ଶାମୁକା କହେ ଦେଖ ମତେ ଅଛି ମୁକୁତା ।(୨)ା

ତୁ କୋଇଠୁ ନେଲୁ ଗୀତ ମତେ ଡାକି ଆ ମିତ

ତୁ କୋଇଠୁ ନେଲୁ ଗୀତ ମତେ ଡାକି ଆ ମିତ

ମୋ ମୀତଣୀ ହେଇ......

ତୁ ଜହ୍ନରୁ ଆଣିଚୁ ଜୋସ୍ନା ତୋ ମୁହଁ ପାଇଁ

ତୁ ଫୁଲରୁ ଆଣିଚୁ ବାସ୍ନା ତୋ ଦେହ ପାଇଁ ।

ତୁ ନଦୀ ଠାରୁ ନେଲୁ ମନ ଭଲ ପାଇ ବାକୁ ରାତି ଦିନ

ତୁ ନଦୀ ଠାରୁ ନେଲୁ ମନ ଭଲ ପାଇ ବାକୁ ରାତି ଦିନ

ମୋ ପ୍ରେମିକା ହେଇ......।।

展开显示全部歌词