
在手机上保存,获得更好体验
ମୋ ପ୍ରିୟା ଦେଇଚି ପ୍ରଥମ ରାଣ ...
ମୋ ପ୍ରିୟା ଦେଇଚି ପ୍ରଥମ ରାଣ
ମୋ ପ୍ରିୟା ଦେଇଚି ପ୍ରଥମ ରାଣ ।
ବେଶି ରାତି ଚେଇଁବନି ବେଶି କଥା ଭାବିବନି
ବେଶି ରାତି ଚେଇଁବନି ବେଶି କଥା ଭାବିବନି
କେମିତି ଜାଣିଲା ସିଏ ମୋରି ଗୁଣ ।
ପ୍ରିୟା ଦେଇଛି ପ୍ରଥମ ରାଣ ମୋ ପ୍ରିୟା ଦେଇଛି ପ୍ରଥମ ରାଣ
ଦୁନିଆରେ ଯେତେ ଝିଅ ମୋ ପ୍ରିୟା ନିଆଁରା
ମଲ୍ଲୀ ଫୁଲ ଛାଡି ବାନ୍ଧେ ଗୋଲାପ ଗଜରା ।(୨)ା
କହିଛି ସେ ଅଭିମାନୀ ମତେ ମିସ୍ କରିବନି
କହିଛି ସେ ଅଭିମାନୀ ମତେ ମିସ୍ କରିବନି
ଭୁଲିବନି ଶୁଝିବାକୁ ମୋ ପ୍ରେମ ଋଣ ।
ପ୍ରିୟା ଦେଇଛି ଦୁତୀୟ ରାଣ ମୋ ପ୍ରିୟା ଦେଇଛି ଦୁତୀୟ ରାଣ
ଆଉ କୋଉ ଝିଅ ମୁଁ ଦେଖିନି ଆଖିରେ
ମତେ ଲାଗେ ସିଏ ପରା ଅଛି ମୋ ପାଖରେ ।(୨)ା
ଏଣୁ ତେଣୁ ଖାଇବନି ,ଖାଲି ପେଟ ରହିବନି
ଏଣୁ ତେଣୁ ଖାଇବନି ,ଖାଲି ପେଟ ରହିବନି
ନରଖିଲେ ରାଣ ତାର ଦବ ସେ ପ୍ରାଣ ।
ପ୍ରିୟା ଦେଇଛି ତୃତୀୟ ରାଣ ମୋ ପ୍ରିୟା ଦେଇଛି ତୃତୀୟ ରାଣ
ବେଶି ରାତି ଚେଇଁବନି ,ବେଶି କଥା ଭାବିବନି
ବେଶି ରାତି ଚେଇଁବନି ,ବେଶି କଥା ଭାବିବନି
କେମିତି ଜାଣିଲା ସିଏ ମୋରି ଗୁଣ ।
ମୋ ପ୍ରିୟା ଦେଇଚି ପ୍ରଥମ ରାଣ
ମୋ ପ୍ରିୟା ଦେଇଚି ପ୍ରଥମ ରାଣ
ମୋ ପ୍ରିୟା ଦେଇଚି ପ୍ରଥମ ରାଣ ।ା