Sie Chithi Deichhi-Kumar Sanu

Sie Chithi Deichhi

歌手:Kumar Sanu

专辑:Mo Valentine

时间:2026-02-13

    使用手机浏览器「扫一扫」

    在手机上保存,获得更好体验

标签
猜你喜欢的歌曲
歌词

ସୁନେଲି ସୁନେଲି ସପନରେ ରାତି ମୋ ଭରି ଯାଉଚି

ଚିଠି ଦେଇଛି ସେତ ଚିଠି ଦେଇଛି ।

ପହିଲି ପହିଲି ପ୍ରେମିକା ତ ମୋ ପାଇଁ ଝୁରି ହଉଚି

ଚିଠି ଦେଇଛି ସେତ ଚିଠି ଦେଇଛି ।

ନିଜ ଦେହ ଖାଇ ସେତ ରାଣ ଖାଇଚି

କୋଉ ଦିନ ଦେଖା ହବ ବାଟ ଚାହିଁଚି ।

ମୋ ପାଇଁ ସେ କାଳେ ମନ୍ଦିର ରେ ନିତି ଭୋଗ ସହୁଚି

ଚିଠି ଦେଇଛି ସେତ ଚିଠି ଦେଇଛି ,ଚିଠି ଦେଇଛି ସେତ ଚିଠି ଦେଇଛି ।

ଚିଠିରେ ଅଛି ରାଗ ଚିଠିରେ ଅଛି ଋଶା ଅଛି ପୁଣି ଅଭିନନ୍ଦନ

ପାରିନି ଯାହା ଲେଖି ଦେଇଛି ତାହା ଆଙ୍କି ତୀର ଆଉ ନାଲି ପାନ ।

ହୋ ଚିଠିରେ ଅଛି ରାଗ ଚିଠିରେ ଅଛି ଋଶା ଅଛି ପୁଣି ଅଭିନନ୍ଦନ

ପାରିନି ଯାହା ଲେଖି ଦେଇଛି ତାହା ଆଙ୍କି ତୀର ଆଉ ନାଲି ପାନ ।

ନାଲି ନାଲି ଅକ୍ଷରରେ ସଜା ହେଇଛି ,ମଲ୍ଲୀ ଫଲ ଅତତରେ ଭିଜି ଯାଇଛି

ଚିଠିରେ ଚିଠିରେ ପ୍ରେମିକାର ମନଟା ଫିଟି ଯାଇଛି

ଚିଠି ଦେଇଛି ସେତ ଚିଠି ଦେଇଛି ,ଚିଠି ଦେଇଛି ସେତ ଚିଠି ଦେଇଛି ।

ପ୍ରଥମେ ଅଛି ହାଏ ଶେଷରେ ଅଛି ବାଏ ମଝିରେ ତ ପ୍ରେମ କବିତା

ହଉନି କାଳେ ନିଦ ଝଡି ଯାଉଚି ଦେହ ,ସବୁବେଳେ ମୋରି ଚିନ୍ତା ।

ହୋ ପ୍ରଥମେ ଅଛି ହାଏ ଶେଷରେ ଅଛି ବାଏ ମଝିରେ ତ ପ୍ରେମ କବିତା

ହଉନି କାଳେ ନିଦ ଝଡି ଯାଉଚି ଦେହ ,ସବୁବେଳେ ମୋରି ଚିନ୍ତା ।

ନିଜେ ଶୋଇ ପାରୁ ନାହିଁ ଗୋଟିଏ ଘଂଟା

ମତେ କହେ ଶୋଇ ଯିବ ହେଲେ ଦଶଟା ।

ନିଜର ବୋଲି ସେ ଏଇ ଦିନୁ ଆକଟ ଏତେ କରୁଚି

ଚିଠି ଦେଇଚି ସେତ ଚିଠି ଦେଇଚି ,ଚିଠି ଦେଇଚି ସେତ ଚିଠି ଦେଈଚି ।

ସୁନେଲି ସୁନେଲି ସପନରେ ରାତି ମୋ ଭରି ଯାଉଚି

ଚିଠି ଦେଇଛି ସେତ ଚିଠି ଦେଇଛି ।

ପହିଲି ପହିଲି ପ୍ରେମିକା ତ ମୋ ପାଇଁ ଝୁରି ହଉଚି

ଚିଠି ଦେଇଛି ସେତ ଚିଠି ଦେଇଛି ।

ଚିଠି ଦେଇଚି ସେତ ଚିଠି ଦେଇଚି ,ଚିଠି ଦେଇଚି ସେତ ଚିଠି ଦେଈଚି

ଚିଠି ଦେଇଚି ସେତ ଚିଠି ଦେଇଚି ....।।

展开显示全部歌词