Ghatagaon Rani Lo-Sasmita Das

Ghatagaon Rani Lo

歌手:Sasmita Das

时间:2026-04-07

    使用手机浏览器「扫一扫」

    在手机上保存,获得更好体验

标签
歌词

ନାଲି ସିନ୍ଦୂର ରେ ନାଲି ମନ୍ଦାରରେ

ମାଆ ମୋ ଶୋଭା ସୁନ୍ଦର

ଦୁଃଖ ହାରିଣୀ ମା ଘଟଗାଁ ରାଣୀ ଲୋ

ମହିମା ଅପାର ତୋର

ମାଆ ଲୋ ତାରିଣୀ...

ନଡିଆ ଟିଏ ମା ତୋ ନାଆଁରେ

ଭକତିରେ ଦେଲେ ଯାଚି

ଆସୁ ପଛେ ଯେତେଲୋ ବିପଦ

ସବୁତ ଯାଏ ରେ ଘୁଞ୍ଚି

ଦୁଃଖ ହରି ସୁଖ ଭରୁ

ବୁହାଇ କରୁଣା ଝର

ମାଆ ଲୋ ତାରିଣୀ...

ବେଳ ଅବେଳରେ ତୋତେ ସୁମରିଲେ

ଡାକ ଶୁଣି ହେଉ ସାହା

ବାଟ ଭୁଲିଗଲେ ଅବାଟରେ ଗଲେ

ବତାଇ ଦେଉ ଲୋ ରାହା

ଧୋଇ ଦେଉ ପାପ ତାପ

ଜପିଲେ ନାଆଁକୁ ତୋର

ମାଆ ଲୋ ତାରିଣୀ...

展开显示全部歌词