Kahinki Hue Ratha Jatra Eposide 7-Ira Mohanty

Kahinki Hue Ratha Jatra Eposide 7

歌手:Ira Mohanty

时间:2026-07-27

    使用手机浏览器「扫一扫」

    在手机上保存,获得更好体验

标签
猜你喜欢的歌曲
歌词

ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ମହାପ୍ରଭୁଙ୍କର ଯେତେସବୁ ଲୀଳା ବର୍ଣ୍ଣନା କରାଯାଇଛି, ତା ମଧ୍ୟରୁ ରଥଯାତ୍ରା ପ୍ରସଂଗ ଅନ୍ୟତମ । ରାଣୀ ଗୁଣ୍ଡିଚାଙ୍କୁ ବରଦାନ ପୂର୍ବକ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ରଥଯାତ୍ରାର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ମହାପ୍ରଭୁ । ସତେ ଯେମିତି ମହାପ୍ରଭୁଙ୍କ ଦିବ୍ୟ ଇଚ୍ଛା ଗୁଣ୍ଡିଚା ରାଣୀଙ୍କ ବର ପ୍ରାର୍ଥନାରେ ପ୍ରତିଫଳିତ ହୋଇଛି । ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ବର୍ଣ୍ଣନା ଅଛି ।

ଗୀତ-

ପୂର୍ବେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ଆଜ୍ଞା ଦେଇଥିଲେ

ଦୁଣ୍ଡିଚା ମନ୍ଦିରେ ଯିବୁ ବର୍ଷକରେ ଥରେ

ପୂର୍ବେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ଆଜ୍ଞା ଦେଇଥିଲେ

ଦୁଣ୍ଡିଚା ମନ୍ଦିରେ ଯିବୁ ବର୍ଷକରେ ଥରେ

ନେଇଯିବ ରଥେ ଆରୋହଣ କରାଇଣ

ପରମ କୌତୁକେ ଆମ୍ଭେ କରିବୁ ଗମନ

ନେଇଯିବ ରଥେ ଆରୋହଣ କରାଇଣ

ପରମ କୌତୁକେ ଆମ୍ଭେ କରିବୁ ଗମନ

ପୂର୍ବେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ଆଜ୍ଞା ଦେଇଥିଲେ

ଦୁଣ୍ଡିଚା ମନ୍ଦିରେ ଯିବୁ ବର୍ଷକରେ ଥରେ

ରଥେ ବସି ଗଲାବେଳେ ଗୁଣ୍ଡିଚା ଘରକୁ

ଯେଉଁ ମାନବ ଦର୍ଶନ କରନ୍ତି ଆମ୍ଭକୁ

ରଥେ ବସି ଗଲାବେଳେ ଗୁଣ୍ଡିଚା ଘରକୁ

ଯେଉଁ ମାନବ ଦର୍ଶନ କରନ୍ତି ଆମ୍ଭକୁ

ପୂର୍ବେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ଆଜ୍ଞା ଦେଇଥିଲେ

ଦୁଣ୍ଡିଚା ମନ୍ଦିରେ ଯିବୁ ବର୍ଷକରେ ଥରେ

ସେମାନେ ବୈକୁଣ୍ଠ ପୁରେ କରନ୍ତି ଗମନ

ତିନିବାର ସତ୍ୟ କରି କହୁଚୁ ପ୍ରମାଣ

ସେମାନେ ବୈକୁଣ୍ଠ ପୁରେ କରନ୍ତି ଗମନ

ତିନିବାର ସତ୍ୟ କରି କହୁଚୁ ପ୍ରମାଣ

ପୂର୍ବେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ଆଜ୍ଞା ଦେଇଥିଲେ

ଦୁଣ୍ଡିଚା ମନ୍ଦିରେ ଯିବୁ ବର୍ଷକରେ ଥରେ

ଦୋଳେ ତୁ ଦୋଳ ଗୋବିନ୍ଦମ୍‌

ଚାପେ ତୁ ମଧୁସୂଦନମ୍‌

ରଥେ ତୁ ବାମନଂ ଦୁଷ୍ଟା

ପୁନର୍ଜ୍ଜନ୍ମ ନ ବିଦ୍ୟତେ

展开显示全部歌词