ପୁ- ସ୍ପନ୍ଦନ ମୋ ଛାତି ଭିତରେ ଧଡକେ ତୋ ପାଇଁ ପ୍ରିୟାରେ
ଝ- ସ୍ପନ୍ଦନ ମୋ ଛାତି ଭିତରେ ଧଡକେ ତୋ ପାଇଁ ସାଥ୍ରେ
ପୁ- ଖାଲି ତୋ ପାଇଁ ହାଁ ହାଁ
ଖାଲି ତୋ ପାଇଁ ପ୍ରିୟାରେ
ତୋ ପାଈଁ
ଝି-ସ୍ପନ୍ଦନ ମୋ ଛାତି ଭିତରେ ଧଡକେ ତୋ ପାଇଁ ସାଥରେ
ପୁ -ସ୍ପନ୍ଦନ ମୋ ଛାତି ଭିତରେ ଧଡକେ ତୋ ପାଇଁ ପ୍ରିୟାରେ
ପୁ- କି ଯାଦୁ କରିଲୁ ପ୍ରଥମ ଦେଖାରେ ନିଜକୁ ପାଉନି ମୋ ପାଖରେ
ଝି- କି ଛୁଆଁ ଦେଲୁ ତୁ ସାଥ୍ରେ
ଜୀବନେ ଆସିଲା ପ୍ରେମ ଋତୁରେ
ପୁ- ଖାଲି ତୋ ପାଇଁ ହାଁ ହାଁ ତୋ ପାଈଁ ଖାଲି ତୋ ପାଇଁ ପ୍ରିୟାରେ
ଝି-ସ୍ପନ୍ଦନ ମୋ ଛାତି ଭିତରେ ଧଡକେ ତୋ ପାଇଁ ସାଥ୍ରେ
ପୁ-ସ୍ପନ୍ଦନ ମୋ ଛାତି ଭିତରେ ଧଡକେ ତୋ ପାଇଁ ପ୍ରିୟାରେ
ଝି- ପଲକ ପଡ଼ୁନି ଆଉ ଆଖରେ ରାତି କଟେ ଦେଖି ତୋ ସପନରେ
ପୁ- ଏକା ଏକା ଲାଗେ ଭାରି ମତେ ଚାଲିଗଲେ ତୁ ଟିକେ ଦୂରେ
ଝି- ଖାଲି ତୋ ପାଇଁ ହାଁ ନାଁ ତୋ ପାଈଁ
ପୁ- ଖାଲି ତୋ ପାଇଁ ପ୍ରିୟାରେ
ଝି- ସ୍ପନ୍ଦନ ମୋ ଛାତି ଭିତରେ ଧଡକେ ତୋ ପାଇଁ ସାଥ୍ରେ
ପୁ- ସ୍ପନ୍ଦନ ମୋ ଛାତି ଭିତରେ ଧଡକେ ତୋ ପାଇଁ ପ୍ରିୟାରେ